ହଟିଲା ସଟ୍ ଡାଉନ ରହିଲା ଲକ୍ ଡାଉନ

0 304

ମାଲକାନଗିରି,୩/୮(ଏସ୍‌.ଏସ୍‌.ନିୟୁଜ) ଜିଲାର ଦୁଇଟି ସହରାଂଚଳର ସଟଡ଼ାଉନ ହଟିଥିବା ସୋମବାର ଜଣାପଡ଼ିଛି। ଜିଲାରେ ଲକଡାଉନ ନିୟମ ବଳବତ୍ତର ରହିବ ବୋଲି ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲ ସୂଚନା ଦେଇଛନ୍ତି । କେବଳ ଅଣ କଣ୍ଟେନମେଣ୍ଟ ଓ ବଫର ଯୋନରେ ଦିନ ଦୁଇଟା ଯାଏଁ ଲକଡାଉନ ନିୟମକୁ କୋହଳ କରାଯାଇ ଦୋକାନ ବଜାର ଖୋଲିବାକୁ ଅନୁମତି ଦିଆଯାଇଛି। ତେବେ ସାମାଜିତ ଦୁରାତା ଓ ମାସ୍କ ବାଧ୍ୟତାମୁଳକ ରହିବ । ଅନଲକ ୩. ୦ ର ନିୟମାବଳୀ ଅନୁସାରେ ସଂକ୍ରମିତ ଅଂଚଳରେ କୌଣସି ଦୋକାନବଜାର ଖୋଲା ଯିବ ନାହିଁ ବୋଲି ଜିଲ୍ଲାପାଳ କହିଛନ୍ତି ।

Leave A Reply

Your email address will not be published.