ହାତୀମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ

0 101

କେନ୍ଦୁଝର,୨୦।୩(ଏସଏସ ନିଉଜ)ହାତୀମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଇଛି।କେନ୍ଦୁଝରରେ ବିଦ୍ୟୁତ୍ ଆଘାତରେ ହାତୀ ମୃତ୍ୟୁ ଘଟଣାରେ TPNODLର ଜେଇ ଓ ୨ ଲାଇନ୍‌ମ୍ୟାନଙ୍କ ନାଁରେ ମାମଲା ରୁଜୁ ହୋଇଛି।ବନ ଓ ବିଦ୍ୟୁତବିଭାଗର ୩କର୍ମଚାରୀଙ୍କୁ ସୋ-କଜ୍‌ ନୋଟିସ୍‌ ଜାରି ହୋଇଛି।ଏହାସହ ବାମେବାରୀ ଫରେଷ୍ଟର ଓ ଚମ୍ପୁଆ ରେଞ୍ଜରଙ୍କୁ ସୋ-କଜ୍‌ ନୋଟିସ୍‌ କରାଯାଇଛି।

Leave A Reply

Your email address will not be published.