ହାତୀନେଲା ୪ଜଣଙ୍କ ଜୀବନ

0 128

ଭୁବନେଶ୍ୱର,୭ା୧(ଏସଏସନିଉଜ) ଆଜି ଭୋରସମୟରେ ଅନୁଗୁଳବ୍ଲକଅନ୍ତର୍ଗତ ଛେଳିଆପଡ଼ା, ବାରସିଙ୍ଗା, ଅଙ୍ଗାରବନ୍ଧଗ୍ରାମରେ ହାତୀଆକ୍ରମଣରେ ୪ଜଣଙ୍କର ମୃତ୍ୟୁଘଟିଛି।ମୃତକ ହେଉଛନ୍ତି ଛେଳିଆପଡ଼ାଗ୍ରାମର ସୁବାସବିଶ୍ଵାଳ , ବାରସିଙ୍ଗାଗ୍ରାମର ରମେଶସ୍ୱାଇଁ.ଅଙ୍ଗାରବନ୍ଧଗ୍ରାମର ଅନିରୁଦ୍ଧସାହୁ , ଗଡ଼ସନ୍ତ୍ରୀଗ୍ରାମ ଜାମ୍ବୁସାହିର ଅଜୟସାମଲା ଆଜି ଏହିଭଳିଏକ ଦୁଃଖଦ ଘଟଣା ଘଟିଯାଇଛି। ଏକା ସମୟରେ ଆଖପାଖ ଅଞ୍ଚଳରେ ଚାରିଜଣ ହାତୀଆକ୍ରମଣରଶିକାର ହୋଇ ଚାରି ଜଣଙ୍କର ମୃତ୍ୟୁ ହୋଇଛିା

Leave A Reply

Your email address will not be published.