ହତ୍ୟାକରି ରାସ୍ତାରେ ଫିଙ୍ଗିଲେ !

0 120

ବରଗଡ଼,୨୦।୭(ଏସଏସନିଉଜ) ଯୁବକଙ୍କ କ୍ଷତବିକ୍ଷତ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି।ୱାର୍ଡ ନଂ୧ର କେଶବନଗରରୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇଛି।କେହି ମାରଣାସ୍ତ୍ରରେ ହତ୍ୟା କରି ଫିଙ୍ଗିଥିବା ସନ୍ଦେହ କରାଯାଉଛି।ଘଟଣାସ୍ଥଳରୁ ହତ୍ୟାରେ ବ୍ୟବହୃତ ଛୁରି ଓ ମୋବାଇଲ ଜବତ କରିଛି ପୋଲିସ। ସାଇଣ୍ଟିଫିକ୍‌ ଟିମ୍‌ ସହ ସନ୍ଧାନୀ କୁକୁର ଧରି ପୋଲିସର ଛାନଭିନ୍‌ ଆରମ୍ଭ କରିଛି।
ମୃତଯୁବକ ସ୍ଥାନୀୟ ନିଲିବନ୍ଧପଡ଼ାର ହୋଇଥିବା ବେଳେ ଟାଉନଥାନା ପୋଲିସର ତଦନ୍ତ ଆରମ୍ଭ ହୋଇ ହୋଇଛି।

Leave A Reply

Your email address will not be published.