ହେଲା ବଡ଼ ଖୁଲାସା

0 83

ଭୁବନେଶ୍ୱର,୧୯।୧୨(ଏସଏସ ନିଉଜ)ଚୌଦ୍ବାରରେ ବସ୍‌ କଣ୍ଡକ୍ଟର ମୃତ୍ୟୁ ମାମଲାରେନିଶ୍ଚଳପ୍ରଧାନଙ୍କ ମୃତ୍ୟୁ ନେଇ ବଡ଼ ଖୁଲାସା ହୋଇଛି।ନିଶ୍ଚଳଙ୍କ ମୃତ୍ୟୁ ଏକ ସୁଚିନ୍ତିତ ହତ୍ୟାକାଣ୍ଡ ଥିଲା।ନିଶ୍ଚଳଙ୍କୁ ଜିଅନ୍ତା ଜାଳି ଦେଇଥିଲେ ଅଭିଯୁକ୍ତ।ପରକ୍ରିୟା ପ୍ରୀତିକୁ ନେଇ ହୋଇଥିଲା ହତ୍ୟା।ହତ୍ୟା ଅଭିଯୋଗରେ ପତ୍ନୀ ଓ ପୁରୁଷ ବନ୍ଧୁ ଗିରଫ।ପ୍ରେମିକ ସହ ମିଶି ପତ୍ନୀ ରଚିଥିଲେ ହତ୍ୟା ଷଡଯନ୍ତ୍ର।୧ ତାରିଖରେ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର ହୋଇଥିଲା ମୃତଦେହ।

Leave A Reply

Your email address will not be published.