ଆତ୍ମନିର୍ଭରଶୀଳତାର ମନ୍ତ୍ର ଦେଲେ 5T ଅଧ୍ୟକ୍ଷ

0 51

ଭୁବନେଶ୍ୱର,୧୯।୧୨(ଏସଏସ ନିଉଜ)ମୟୂରଭଞ୍ଜ ଜିଲ୍ଲା ଗସ୍ତରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବ ବିଦ୍ୟାଳୟରେ ପଡ଼ିଆରେ ପହଞ୍ଚିଲେ ନୂଆ-ଓ କାର୍ଯ୍ୟକ୍ରମରେ 5T ଅଧ୍ୟକ୍ଷ ।ସେଠାରେ ପହଂଚିବାପରେ ଙ ଉଦବୋଧନ ଦେବା ଅବସରରେ କହିଲେଯେ, ପ୍ରତିବର୍ଷ ‘ନୂଆ-ଓ’ କାର୍ଯ୍ୟକ୍ରମ କରାଯିବ ।ଏହାସହ ଛାତ୍ରଛାତ୍ରୀଙ୍କୁ ଆତ୍ମନିର୍ଭରଶୀଳ ହେବାର ମନ୍ତ୍ର ଦେଲେ 5T ଅଧ୍ୟକ୍ଷ ।

Leave A Reply

Your email address will not be published.