ବ୍ରାଉନସୁଗର ବିକ୍ରିବେଳେ ମାଡିବସିଲା STF

0 57

ଭୁବନେଶ୍ୱର,୧୯।୧୨(ଏସଏସ ନିଉଜ)କେନ୍ଦୁଝରରୁ କୋଟିଏ ଟଙ୍କାର ବ୍ରାଉନସୁଗର ଜବତ ହୋଇଛି।ଗୋଡ଼ିଆଘାଟିରୁ ୧ କିଲୋ ୮୦ ଗ୍ରାମ ବ୍ରାଉନସୁଗର ଜବତ ହୋଇଛି।NH-49 କଡ଼ରେ ବିକ୍ରିବେଳେ ମାଡି଼ ବସିଲା କ୍ରାଇମବ୍ରାଞ୍ଚର STF ।ଘଟଣାରେ ଗିରଫ ଅଭିଯୁକ୍ତ ହେଉଛନ୍ତି ରାଜେନ୍ଦ୍ର ମାଝୀ।୨୦୨୦ରୁ ଏବେ ଯାଏ ୭୪କିଲୋ ବ୍ରାଉନସୁଗର ଜବତ କରିଛି STF।

Leave A Reply

Your email address will not be published.