ହୋଲିରେ ହାଲୁକାବର୍ଷା

0 207

ଭୁବନେଶ୍ୱର,୬।୩(ଏସଏସ ନିଉଜ)ହୋଲିରେ ହେବ ହାଲୁକାବର୍ଷା, କିଛି ଅଞ୍ଚଳରେ ଦିନ ତାପମାତ୍ରା ୨ରୁ୩ଡିଗ୍ରୀ ବୃଦ୍ଧି ପାଇଛି।ଆଜିଠୁ ସାମୁଦ୍ରିକବାୟୁର ପ୍ରଭାବ ବୃଦ୍ଧି ଯୋଗୁଁ ସାମାନ୍ୟ ଗୁଳୁଗୁଳି ହେବ।ପଶ୍ଚିମାଝଡ଼ ସକ୍ରିୟ ଥିବାରୁ ୮ ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା ରହିଛି।ଭୁବନେଶ୍ୱର ପାଣିପାଗକେନ୍ଦ୍ର ବିଜ୍ଞାନୀ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି।

Leave A Reply

Your email address will not be published.