ହସ୍ପିଟାଲରେ ରୁଷୀୟ ନାଗରିକଙ୍କ ମୃତଦେହ

0 117

ଆଳି,୪ା୧(ଏସଏସନିଉଜ) ପାରାଦୀପପୋର୍ଟ ହସ୍ପିଟାଲରେ ରୁଷୀୟ ନାଗରିକଙ୍କ ମୃତଦେହ ପହଞ୍ଚିଛି ।ଜାହାଜ ବର୍ଥିଙ୍ଗ କରିବାପରେ ବିଳମ୍ବିତ ରାତିରେ ମୃତଦେହ ପହଞ୍ଚିଥିଲାାଆଜି କୁଜଙ୍ଗ କିମ୍ବା କଟକ ଝଉଈ ନିଆଯାଇ ପୋଷ୍ଟମର୍ଟମ କରାଯିବାକର୍ତ୍ତୃପକ୍ଷଙ୍କ ଏଜେଣ୍ଟସଂସ୍ଥାର ଏତଲାପରେ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି ।

Leave A Reply

Your email address will not be published.