ଜୟପୁର,୧୯।୧(ଏସଏସ ନିଉଜ) ସ୍କୁଲର ଛାତ୍ରାବାସ ଛାଡ଼ି ପଳାଇଲେ ୧୫ ଅନ୍ତେବାସୀ।ବୈପାରୀଗୁଡ଼ା ନୋଡ଼ାଲ ଉଚ୍ଚ ପ୍ରାଥମିକ ସ୍କୁଲର ଅନ୍ତେବାସୀ ପଳାଇଛନ୍ତି।ଛାତ୍ରାବାସରେ ଅବ୍ୟବସ୍ଥା ଅଭିଯୋଗ କରି ପଳାଇଥିବା ସୂଚନା ମିଳିଛି।

Prev Post
Next Post