ଭୁବନେଶ୍ୱର,୩୦।୧(ଏସଏସ ନିଉଜ)ହ୍ୟୁମାନ-ଶ୍ରୀୟା ବିବାଦର ସମାଧାନ ହୋଇଛି।ସେମାନଙ୍କ ମଧ୍ୟରେ ଥିବା ମନୋମାଳିନ୍ୟର ଅନ୍ତ ଘଟିଛି। ସ୍ୱାମୀସ୍ତ୍ରୀଙ୍କ କଳି ତୁଟିଛି।ବିବାଦର ସମାଧାନ ଓ ଆପୋସ ବୁଝାମଣା ହୋଇଛି ବୋଲି କହିଛନ୍ତି ହ୍ୟୁମାନ।
ଏଣିକି ସେମାନେ ଏକାଠି ରହିବେ ବୋଲି କହିଛନ୍ତି ହ୍ୟୁମାନଙ୍କ ମାଆ।

Prev Post
Next Post