ଆଇଏଏସ୍ ସ୍ତରରେ ଅଦଳବଦଳ

0 442

ଭୁବନେଶ୍ୱର, ୨/୧(ଏସଏସନିୟୁଜ) ଆଇଏଏସ୍ ସ୍ତରରେ ଅଦଳ ବଦଳ ହୋଇଛି ।ଏହିଆଧାରରେ ମଧୁସୂଦନ ପାଢ଼ୀ ହେଲେ ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗର ପ୍ରିନ୍ସପାଲ ସେକ୍ରେଟାରୀ ହୋଇଛନ୍ତି ।ସେହିଭଳିଭାବେ ହେମନ୍ତ ଶର୍ମାଙ୍କୁ ମିଳିଲା ଇଡକୋର ଅତିରିକ୍ତ ଦାୟିତ୍ୱ, ବିଷ୍ଣୁପଦ ସେଠୀଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ, ରାଜକୁମାର ଶର୍ମାଙ୍କୁ ସ୍ୱାସ୍ଥ୍ୟ ସଚିବ , ଭାସ୍କର ଜ୍ୟୋତି ଶର୍ମାଙ୍କୁ ମହିଳା ଏବଂ ଶିଶୁ କଲ୍ୟାଣ ବିକାଶର ଅତିରିକ୍ତ ଦାୟିତ୍. ସଞ୍ଜୀବ ଚୋପ୍ରାଙ୍କୁ କୃଷି ଉତ୍ପାଦ ବିଭାଗର କମିଶନର, ସତ୍ୟବ୍ରତ ସାହୁଙ୍କୁ ରାଜସ୍ୱ ବିଭାଗ , ରଞ୍ଜନ ଚୋପ୍ରାଙ୍କୁ ଏମଏସଏମଇ ବିଭାଗର ଅତିରିକ୍ତ ଦାୟିତ୍ୱ ସହ ସୁରେଶ କୁମାର ବଶିଷ୍ଠଙ୍କୁ ଜି.ଏ ଏବଂ ପି.ଜି ବିଭାର ଦାୟିତ୍ୱ ମିଳିଛି ।

Leave A Reply

Your email address will not be published.