ଆଇସିୟୁରୁ ଫେରାରହେଲେ ଆଲୋକ

0 185

କଟକ, ୨୯ା୩(ଏସଏସନିଉଜ) ଏସସିବି ମେଡିକାଲ ସେଣ୍ଟ୍ରାଲ୍ ଆଇସିୟୁରୁ ଫେରାର ହୋଇଯାଇଛନ୍ତି ଜଣେ ଅଭିଯୁକ୍ତ । ଫେରାର ହୋଇଥିବା ଅଭିଯୁକ୍ତ ହେଉଛନ୍ତି ଆଲୋକ ସାହୁ। ଜଗତସିଂହପୁର ରଘୁନାଥପୁରଥାନା ପୋଲିସ ତାଙ୍କୁ ICUରେ ଭର୍ତ୍ତି କରିଥିଲା ।

 

Leave A Reply

Your email address will not be published.