IFS ସ୍ତରରେ ଅଦଳବଦଳ

ପିସିସିଏଫ ହେଲେଏସ.କେ ପୋପଲି ଓ ନନ୍ଦନକାନନ ଉପ-ନିର୍ଦ୍ଦେଶକ ହେଲେ ସଞ୍ଜିତ କୁମାର

0 258

ଭୁବନେଶ୍ୱର,୯/୬(ଏସଏସନିୟୁଜ) ରାଜ୍ୟ ସରକାର ୨୪ ଆଇଏଫଏସ ଅଧିକାରୀଙ୍କ ବଦଳି କରିଛନ୍ତି । ପିସିସିଏଫ ଭାବେ ଆଇଏଫଏସ ଏସ.କେ ପୋପଲିଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିଭଳିଭାବେ ଆଇଏଫଏସ ଅଧିକାରୀ ଉମା ନନ୍ଦୁରୀଙ୍କୁ ଏପିସିସିଏଫ, ପ୍ରେମ କୁମାର ଝା ଏପିସିସିଏଫ ଓ ସିଇଓର ଅତିରିକ୍ତ ଦାୟିତ୍ୱ ,ରମେଶ ଚନ୍ଦ୍ର ସେଠୀଙ୍କୁ ସିସିଏଫ ଓ ପିସିସିଏଫ, ଅମିତାଭ ବର୍ମାଙ୍କୁ ସିସିଏଫ ଓ ପିଡି, ଅଶ୍ୱୀନ କୁମାର କରଙ୍କୁ ଭବାନୀପାଟଣାର ଆସିସିଏଫ, କେଦାର କୁମାର ସାହୁଙ୍କୁ ଭୁବନେଶ୍ୱରର ସିଏଫ ଓ ପିସିସିଏଫ, ସୁଦୀପ ନାୟକଙ୍କୁ ଅନୁଗୁଳ ଓଏଫଆରସି ନିର୍ଦ୍ଦେଶକ, ଅରୁଣ କୁମାର ମିଶ୍ରଙ୍କୁ ରାଉରକେଲା ଆରସିସିଏଫ, ସୁଦର୍ଶନ ପାତ୍ରଙ୍କୁ କଟକର ସିଏଫ, ସୁଦୀପ ନାୟକଙ୍କୁ ଅନୁଗୁଳ ଓଏଫଆରସି ନିର୍ଦ୍ଦେଶକ, ପ୍ରସନ୍ନ କୁମାର ସାହୁଙ୍କୁ ସମ୍ବଲପୁରର ସିଏଫ, ମିହିର କୁମାର ବିଶ୍ୱାଳଙ୍କୁ ସିଏଫ ଓ ପିସିସିଏଫ ଆଇଏଫଲସ ଅଧିକାରୀ, ପ୍ରଦିପ୍ତ କୁମାର ସାହୁଙ୍କୁ ରାଜ୍ୟର ସିଏଫ ଓ ପିସିସିଏଫ, ସତ୍ୟନାରାୟଣ ବେହୁରାଙ୍କୁ ସିଏଫ ଓ ପିସିସିଏଫ, ଦିଲ୍ଲୀପ କୁମାର ସାହୁଙ୍କୁ ସିଏଫ ଓ ପିସିସିଏଫ, ହର୍ଷ ବର୍ଦ୍ଧନ ଉଦଗତଙ୍କୁ ଭୁବନେଶ୍ୱରର ଡିସିଏଫ ଓ ପିସିସିଏଫ, ସଞ୍ଜିତ କୁମାରଙ୍କୁ ନନ୍ଦନକାନନର ଉପ-ନିର୍ଦ୍ଦେଶକ, ପ୍ରତାପ କୋଟପାଲିଙ୍କୁ ମାଲକାନଗିରିର ଡିଏଫଓ, ନିତିଶ କୁମାରଙ୍କୁ ବଲାଙ୍ଗିରର ଡିଏଫଓ,ସଞ୍ଜୟ କୁମାର ସ୍ୱାଇଁଙ୍କୁ କଟକର ଡିଏଫଓ, ପି ଦେବିଦାଶଙ୍କୁ ସୁନ୍ଦରଗଡର ଡିଏଫଓ, ସନ୍ଦିପଙ୍କୁ କଳାହାଣ୍ଡିର ଡିଏଫଓ, ଯଜ୍ଞଦତ୍ତ ପତ୍ତିଙ୍କୁ ରାଜନଗରର ଡିଏଫଓ ଭାବେ ଦାୟିତ୍ୱ ଦିଆଯାଇଛି ।

Leave A Reply

Your email address will not be published.