ଭୁବନେଶ୍ୱର,୨୨।୨(ଏସଏସ ନିଉଜ)ଥାନାIICଙ୍କ ବିରୋଧରେ SIଙ୍କ ଅଭିଯୋଗIICଙ୍କ ବ୍ୟବହାରରେ ଅତିଷ୍ଠ ହୋଇ SI ଚାକିରିରୁ ଅବସର ପାଇଁ ଆବେଦନ କରିଛନ୍ତି।ଧର୍ମଶାଳା SI ରାଧାନାଥ ଦାଶ ଯାଜପୁର SPଙ୍କୁ ଆବେଦନ କରିଚନୀ।IIC ରାକେଶ ତ୍ରିପାଠୀଙ୍କ ନାଁରେ SI ରାଧାନାଥଙ୍କ ଅଭିଯୋଗ କରିଛନ୍ତି।IIC ରାକେଶ SI ରାଧାନାଥଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି।ଅଧିକ କର୍ମଚାପ ସୃଷ୍ଟି ସହ ଛୁଟି ଦେଉନଥିଲେIIC ବୋଲି ସେ ଅଭିଯୋଗରେ ଦର୍ଶାଇଛନ୍ତି।
