ଯବାନଙ୍କୁ ପିଟିପିଟି ହତ୍ୟା, ୫ ଗିରଫ

0 54

ଖଲ୍ଲିକୋଟ,୮।୧୨(ଏସଏସନିଉଜ)ଯବାନଙ୍କୁ ପିଟିପିଟି ହତ୍ୟା ଘଟଣାରେ ୫ଜଣଙ୍କୁ ଗିରଫ କରିଛି ପୋଲିସ।ଆଳିପଲ୍ଲୀଗାଁର ୫ ଜଣଙ୍କୁ ଗିରଫକଲା ଚମାଖଣ୍ଡି ଥାନା ପୋଲିସ।ପୂର୍ବ ଶତ୍ରୁତାରୁ ଯବାନ ଦିଲ୍ଲେଶ୍ବର ପାତ୍ରଙ୍କୁ ହତ୍ୟା କରାଯାଇଥିଲା।ଗଣେଶ ପୂଜା ଭସାଣି ଓ କ୍ରିକେଟ ଖେଳକୁ ନେଇ ଶତ୍ରୁତା ହୋଇଥିଲା। ୩ ତାରିଖରେ ଦିଲ୍ଲେଶ୍ବରଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ ହୋଇଥିଲା। ୬ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା।

Leave A Reply

Your email address will not be published.