ଜଗମୋହନ ଚାଳିରୁ ଖସିଲା ପଥର

0 259

ସଂକ୍ଷେପରେ ଖବର ଆଜିର,ତାରିଖ ୦୧/୦୬/୨୦, ସୋମବାର
୧-ଆଜିଠାରୁ ଦେଶରେ ’’ ୱାନ ନେସନ- ୱାନ ରେସନ କାର୍ଡ଼’’; ବଦଳିବ ଆହୁରି ବହୁ ନିୟମ।
୨-“ଅମ୍ଫନ”ର ସଫଳ ମୁକାବିଲା ନେଇ ମନ୍ କି ବାତ୍‌ରେ ଓଡ଼ିଶାକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି
୩-ଜୁନ ୧୭ରେ ରାଜ୍ୟରେ ଖୋଲିବନି କୌଣସି ସ୍କୁଲ, ସୂଚନା ଦେଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ।
୪-ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ୧୬ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ସମ୍ଭାବନା, ସତର୍କ ସୂଚନା ଜାରିକଲା ପାଣିପାଗ ବିଭାଗ।
୫-ଦେଶରେ ଆଜିଠୁ ଗଡିବ ୨୦୦ଟି ଟ୍ରେନ, ପ୍ରଥମ ଦିନରେ ଯାତ୍ରା କରିବେ ୧.୪୫ ଲକ୍ଷ ଯାତ୍ରୀ।
୬-କରୋନା ଭାଇରସ: ବିଶ୍ୱରେ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୭୦ ହଜାର, ୬୧ ଲକ୍ଷ ଲୋକ ସଂକ୍ରମିତ।
୭-ପୁରୀ:ଜଗମୋହନ ଚାଳିରୁ ଖସିଲା ପଥର , ସ୍ଥିତି , ପରଖିଲେ ASI ବିଶେଷଜ୍ଞ।
୮-ଆରବ ସାଗରରେ ଲଘୁଚାପ : ବିଳମ୍ବ ହେବ ମୌସୁମି !୪୮ଘଣ୍ଟା ମଧ୍ୟରେ ସାମୁଦ୍ରିକ ଝଡ଼ର ରୂପ ନେଇପାରେ।
୯-୧୧ ଅଙ୍କ ବିଶିଷ୍ଟ ହେବ ନାହିଁ ମୋବାଇଲ ନମ୍ବର : TRAI
୧୦-ଶେଷ ହେଲା ୬୮ ଦିନିଆ ‘‘ଲକ୍ଡ଼ାଉନ’’ : ୪ର୍ଥ ପର‌୍ୟ୍ୟାୟର ୧୪ ଦିନରେ ସର୍ବାଧିକ ୮୧,୧୦୪ ସଂକ୍ରମଣ।
୧୧-କୋରେୟା: ପଙ୍ଗପାଳ ପହଞ୍ଚିଲେ ଛତିଶଗଡ, ମୁକାବିଲା ଲାଗି ଜିଲ୍ଲାପାଳଙ୍କ ଜରୁରୀ ପଦକ୍ଷେପ। ପଶ୍ଚିମ ଓଡ଼ିଶା ମାଡ଼ି ଆସି ପାରନ୍ତି।
୧୨-CRPF ଯବାନଙ୍କ ଲାଗି କିଣାଯିବ ୪୦ ହଜାର ବୁଲେଟ୍ ପ୍ରୁଫ ଜ୍ୟାକେଟ୍, ୧୭୦ ସଶସ୍ତ୍ର ଯାନ, ଗୃହ ମନ୍ତ୍ରଣାଳୟ ଦେଲା ମଞ୍ଜୁରୀ।
୧୩-ଲାଦାଖ:ଚୀନ୍ ବିରୋଧୀ ଯୁଦ୍ଧରେ ଠିଆ ହେଲେ ‘ଥ୍ରି ଇଡିଏଟ୍‌ସ୍’ର ଅସଲି ହିରୋ, ଡ୍ରାଗନ୍ର ଅଣ୍ଟା ଭାଙ୍ଗିବାକୁ ଶିଖାଇଲେ ପ୍ଲାନ୍।

Leave A Reply

Your email address will not be published.