ଝଲସିବ ରସୁଲଗଡ଼-ଖଣ୍ଡଗିରି ରାସ୍ତା

0 177

ଭୁବନେଶ୍ୱର,୧୭।୨(ଏସଏସ ନିଉଜ)ସମ୍ପ୍ରସାରିତ ହେବ ଓ ଝଲସିବ ରସୁଲଗଡ଼-ଖଣ୍ଡଗିରି ରାସ୍ତା। ରସୁଲଗଡ଼ରୁ ଖଣ୍ଡଗିରି NH-୧୬ ପରଖିଲେ BDA ଉପାଧ୍ୟକ୍ଷ ।G-20।ଏ-୨୦ ସମ୍ମିଳନୀ ପାଇଁ ଅନେକ ବିଦେଶୀ ପ୍ରତିନିଧି ଭୁବନେଶ୍ୱର ଆସିବେ ।ଏପ୍ରିଲ ୨୪ରୁ ୨୬ ଓ ମେ ୧୫ରୁ ୧୭ ଭୁବନେଶ୍ୱରରେ ବୈଠକ ରହିଛି । ତେଣୁ ରସୁଲଗଡ଼ରୁ ଖଣ୍ଡଗିରି ପର୍ଯ୍ୟନ୍ତ ରାସ୍ତାର ସୌନ୍ଦର୍ଯ୍ୟକରଣ ହେବ।

 

Leave A Reply

Your email address will not be published.