ଜଳିଗଲା ୩୦ କୁଇଣ୍ଟାଲ ଧାନ

0 113

ଭୁବନେଶ୍ୱର,୭ା୧(ଏସଏସନିଉଜ) ରାୟଗଡ଼ାଜିଲା କଲ୍ୟାଣସିଂହପୁରବ୍ଲକ ଧାମୁଣିପଙ୍ଗାପଞ୍ଚାୟତ ଅନ୍ତର୍ଗତ ଖୁଦଭଟାଗାଁରେ ଅଚାନକ ନିଆଁଲାଗି ୩୦ କୁଇଣ୍ଟାଲ ଧାନ ଜଳିଯାଇଛି ।ଖୁଦଭଟାଗାଁର ଲକ୍ଷ୍ମଣକର୍ଷିକା ନିଜଜମିରେ ଧାନ ଅମଳକରି ଖଳାରେ ଧାନମଳାଇ ରଖିଥିବାବେଳେ ତାହା କୌଣସିକାରଣରୁ ଅଚାନକ ନିଆଁ ଲାଗିଯାଇଥିଲାା

 

Leave A Reply

Your email address will not be published.