ପାଣି ପାଇଁ ହତ୍ୟାକାଣ୍ଡ

0 67

ସୋନପୁର,୧୪।୯(ଏସଏସନିଉଜ) ଜମିରେ ପାଣି ମଡ଼ାଇବାକୁ ନେଇ ହତ୍ୟାକାଣ୍ଡ ଘଟିଛି।ସୁବଳୟାଥାନା ଆମ୍ବସରଭଟ୍ଟା ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି।ଆକ୍ରମଣରେ ବାପା ମୃତୁବରଣ କରିଥିବା ବେଳେ ଗୁରୁତର ପୁଅକୁ ଚିକିତ୍ସା ପାଇଁ ବୁର୍ଲା ମେଡିକାଲ ରେ ଭର୍ତ୍ତି କରାଯାଇଛି।ବିଲରେ ପାଣିମଡାକୁ ନେଇ ୨ପରିବାର ମଧ୍ୟରେ ବଚସା ହୋଇଥିଲା।ପରେ ଏହାକୁ ନେଇ ସଂଘର୍ଷ ଓ ପରେ ହତ୍ୟାକାଣ୍ଡ ଘଟିଥିଲା। ୨ ହତ୍ୟାକାରୀଭାଇଙ୍କୁ ଥାନାରେ ପୋଲିସ ଅଟକ ରଖି ପଚରା ଉଚରା ଆରମ୍ଭ କରିଛି।

Leave A Reply

Your email address will not be published.