ଭୁବନେଶ୍ୱର,୧୪।୯(ଏସଏସନିଉଜ)ବାଇକ୍ରେ ଯାଉଥିବା ବେଳେ ବମିଖାଲ ଓଭରବ୍ରିଜରେ ଦୁର୍ଘଟଣା ଘଟିଛି। ବାଇକଟି ଯାଉଥିବାବେଳେ ଭାରସାମ୍ୟ ହରାଇ ଓଭରବ୍ରିଜ ତଳକୁ ଖସି ପଡ଼ିଥିଲା ବାଇକ୍। ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଥିବା ବେଳେ ଯୁବକଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି।

Prev Post
Next Post