ଜଙ୍ଗଲରୁ ମିଳିଲା ଦରପୋଡ଼ାଶବ

0 120

ମାଲକାନଗିରି, ୨୫ା୧(ଏସଏସନିଉଜ)ଗତକାଲି ଅପହୃତ ମୋଟୁଥାନା ତିଙ୍ଗରାପଲିର ଗଙ୍ଗା ପଡ଼ିଆମୀଙ୍କ ଦରପୋଡ଼ାଶବ ଉଦ୍ଧାର ହୋଇଛି । ଘରଠାରୁ ଅଢ଼େଇକିମି ଦୂର ଜଙ୍ଗଲଅଞ୍ଚଳରୁ ମିଳିଛି ଦରପୋଡ଼ାମୃତଦେହ । କାଲି ଗଙ୍ଗାଙ୍କଘରକୁ ଆସି ତାଙ୍କୁ ଉଠାଇନେଇଥିଲେ କିଛିଦୁର୍ବୃତ୍ତ । ଅପହରଣକାରୀ କିଏ ଏବଂ କାହିଁକି ହତ୍ୟା କଲେ ତାହା ଏବେସୁଦ୍ଧା ଅସ୍ପଷ୍ଟ ରହିଛିା

Leave A Reply

Your email address will not be published.