ଜନ୍ମକଲା ମାଆକୁ କଟୁରୀରେ ହାଣିଲା ପୁଅ

0 175

ଯାଜପୁର,୫ା୩(ଏସଏସନିଉଜ) ଜଣେପୁଅ ତାର ନିଜ ଜନ୍ମକଲା ମାଆକୁ କଟୁରୀରେ ହାଣିବାଭଳି ଅମାନବୀୟ ଘଟଣା ସାମ୍ନାକୁ ଆସିଛି । ଯାହାଫଳରେ ମାଆଟିର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି ।ବିଞ୍ଚ୍ଝାରପୁର ବିନ୍ଧାଣିଗ୍ରାମରେ ଏହିଘଟଣା ଘଟିଛି ।ମାଆ ଓ ପୁଅ ମଧ୍ୟରେ କୈାଣସି କାରଣରୁ କଳହ ଓ ପରେ ଉତକ୍ଷିପ୍ତହୋଇ ପୁଅ ମାଆକୁ କଟୁରୀରେହାଣି ରକ୍ତାକ୍ତ କରିଦେଇଥିଲା । ତେବେ ଘଟଣାସ୍ଥଳରେ ମାଆର ଜୀବନ ଚାଲିଯାଇଛି । ଖବରପାଇ ପୋଲିସ ପହଁଚି ୁ ମୃତଦେହକୁ ଜବତକରି ବ୍ୟବଛେଦପାଇଁ ପଠାଇଛି ।ଏହି ଘଟଣାରେ ପୁଅକୁ ଥାନାରେ ଅଟକରଖି ପଚରାଉଚରା କରୁଛି ପୋଲିସ ।

Leave A Reply

Your email address will not be published.