ଯନ୍ତାରେ ପଡିଲା ପାଗଳ ମାଙ୍କଡ

0 333

ସାକ୍ଷୀଗୋପାଳ,୩/୧୧(ଏସ ଏସ ନିୟୁଜ) ୧୦ ଦିନ ହେବ ସତ୍ୟବାଦୀର ବଜାରରେ ଆତଙ୍କରାଜ କରିଥିବା ପାଗଳ ମାଙ୍କଡ ଶେଷରେ ଯନ୍ତ୍ରା ରେ ପଡିଛି । ଏହି ଅଞ୍ଚଳର ପ୍ରାୟ୬ଜଣରୁ ଉର୍ଦ୍ଧ ଲୋକଙ୍କୁ କାମୁଡି କ୍ଷତାକ୍ତ କରିଥିଲା ।ଫଳରେ ବଜାର କୁ ଆସିବାକୁ ଲୋକମାନେ ନିଜକୁ ନିରାପତ ଭାବୁନଥିଲେ ।ପାଗଳ ମାଙ୍କଡକୁ ଧରିବା ପାଇ ଜଙ୍ଗଲ ବିଭାଗ ପକ୍ଷରୁ ଯନ୍ତ୍ରା ବସାଯାଇଥିଲା । ଲୋକଙ୍କୁ କାମୁଡି ଦୌରାତ୍ମ୍ୟ ସୃଷ୍ଟି କରିଥିବା ଏହି ମାଙ୍କଡ ଶେଷରେ ଯନ୍ତାରେ ଥିବା କଦଳୀ ଖାଇବାକୁ  ବନ୍ଦୀ ହୋଇଥିଲା ।ବାଲୁଖଣ୍ଡ  ଜଙ୍ଗଲ ବିଭାଗର କର୍ମଚାରୀମାନେ ମାଙ୍କଡଟିକୁ ସାଙ୍ଗରେ ନେଇଯାଇଥିବାର ଜଣାପଡିଛି ।

 

Leave A Reply

Your email address will not be published.