ଜଟଣୀ ତହସିଲଦାର ଜବତ କଲେ ୧୪ଟି ଗାଡି

0 293

ଜଟଣୀ୧୮/୧୨(ଏସଏସନିୟୁଜ)ଜଟଣୀ ତହସିଲ ପକ୍ଷରୁ ଚଢାଉ କରାଯାଇ ୧୪ଟି ଗାଡିକୁ ଜବତ କରାଯାଇଛି ।ଗତ କିଛିଦିନ ତଳେ ତହସିଲ କର୍ମଚାରୀମାନେ ଚୋରା ପଥର ଖଣିଉପରେ ଚଢାଉ କରିଥିବାବେଳେ ଆକ୍ରମଣର ଶିକାର ହୋଇଥିଲେ ।ଏହାପରେ ତହସିଲ ପକ୍ଷରୁ ଚଢାଉ ଆରମ୍ଭ କରଯାଇଥିଲା । ତହସିଲଦାର ତପନ କୁମାର ମହାପାତ୍ରଙ୍କ ନେତୃତ୍ୱ ରେ ଏକ ଟିମଚଢ଼ାଉ କରି ବେଆଇନ ଭାବେ ବାଲି, ମୋରମ,ମାଙ୍କଡା ପଥର ଚାଲାଣ ହେଉଥିବା ବେଳେ ୧୦ଟି ଟ୍ରକ,୨ଟି ମିନିଟ୍ରକ, ଏବଂ ୨ଟି ହାଇୱା କୁ ମିଶାଇ ୧୪ଟି ଗାଡିକୁ ଜବତ କରିଛନ୍ତି ।

 

Leave A Reply

Your email address will not be published.