ପଶ୍ଚିମବଙ୍ଗରେ ଟିଏମସିରୁ ୯ ନେତାଙ୍କ ଇସ୍ତଫା

0 334

ଭୁବନେଶ୍ବର ,୧୮/୧୨(ସତ୍ୟସନ୍ଧାନ ଡେସ୍କ)ଏହାମଧ୍ୟରେ ଟିଏମସିରୁ୯ ଜଣ ନେତା ଇସ୍ତଫା ଦେଲେଣି । ସେମାନଙ୍କ ମଧ୍ୟରେ କ୍ୟାବିନେଟ୍ ମନ୍ତ୍ରୀ ସୁଭେନ୍ଦୁ ଅଧିକାରୀ,ବିଧାୟକ ଜିତେନ୍ଦ୍ର ତିୱାରୀ ଏବଂ ଶୀଳଭଦ୍ର ଦତ୍ତ,ସଂଖ୍ୟାଲଘୁ ସେଲ୍ ସଚିବ କବିରୁଲ୍ ଇସଲାମ୍ ମଧ୍ଧ । ଏହାବ୍ୟତିତ ୫ଜଣ ନେତା ମଧ୍ୟ ଇସ୍ତଫା ଦେଇଛନ୍ତି ।ଏହା ପରେ ମମତା ସରକାର ଙ୍କ ପାଇ ଚିନ୍ତାର କାରଣ ସାଜିବାକୁ ଯାଉଛି । ମମତା ସେମାନଙ୍କୁ ଦଳରେ କାମ କରିବାକୁ ଦେଉନାହାନ୍ତି ବୋଲି ନେତାମାନେ ଅଭିଯୋଗ କରିଛନ୍ତି।

Leave A Reply

Your email address will not be published.