ଝାମ୍ପିନେଲେ ୫ଲକ୍ଷ

0 122

ବାଙ୍କୀ,୧୪।୩(ଏସଏସନିଉଜ) ଟଙ୍କାଉଠାଇ ଆସିବା ବେଳେ ଟଙ୍କା ବ୍ୟାଗ ଝାମ୍ପିନେଲେ ଦୁର୍ବୁତ୍ତ।କଚେରୀ ନିକଟରେ ବାଇକରେ ଆସି ୨ ଲୁଟେରା ଝାମ୍ପିନେଲେ।ଜମିରେଜିଷ୍ଟ୍ରୀ ପାଇଁ ବ୍ୟାଙ୍କରୁ ୫ଲକ୍ଷଟଙ୍କା ଉଠାଇ ଥିଲେ।ବାଙ୍କୀଥାନାରେ ଏତଲା ପରେ ପୋଲିସର ଛାନଭିନ ଜାରି ରଖିଛି।

 

Leave A Reply

Your email address will not be published.