ନୟାଗଡ଼,୨୫/୭(ଏସଏସନିଉଜ) ବନ୍ଦ ଘର ଭିତରୁ ବାପା, ଝିଅଙ୍କ ମୃତଦେହ ଉଦ୍ଧାର ହୋଇଛି
ନୟାଗଡ଼ ସହର ଦେବୋତ୍ତର ଲେନ୍ ୪ରେ ଘର ଭିତରୁ ଉଦ୍ଧାର ହୋଇଛି।ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତାଲା ଭାଙ୍ଗି ଉଦ୍ଧାର କଲା ପୋଲିସ।ବାପାର ମୃତଦେହ ଝୁଲନ୍ତା ଅବସ୍ଥାରେ ଘର ଭିତରୁ ଉଦ୍ଧାର ହୋଇଛି।୫ ବର୍ଷର ଝିଅର ମୃତଦେହ ବେଡ୍ ଉପରୁ ମଧ୍ୟ ଉଦ୍ଧାର ହୋଇଛି।ଛୋଟ ଝିଅକୁ ମାରି ବାପା ଆତ୍ମହତ୍ୟା କରିଥିବା ପୋଲିସର ସନ୍ଦେହ କରୁଛି।ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ୩ ମାସ ପୂର୍ବେ ୨ୟ ବିବାହ କରିଥିଲେ ମୃତକ ବୋଲି ଜଣାପଡିଛି।
Prev Post
Next Post
