ଜିଲ୍ଲାପାଳଙ୍କୁ ଆକ୍ରମଣ ଘଟଣାରେ ୧୧ଗିରଫ

ଭୁବନେଶ୍ୱର,୪।୧(ଏସଏସ ନିଉଜ)ଜିଲ୍ଲାପାଳଙ୍କୁ ଆକ୍ରମଣ ଘଟଣାରେ ୧୧ଜଣ ଗିରଫ ହୋଇଛନ୍ତି।ବାଲେଶ୍ବର ସହଦେବ ଖୁଣ୍ଟା ଦହପଡ଼ାରେ ଜିଲ୍ଲାପାଳଙ୍କୁ ଆକ୍ରମଣ ଘଟଣାରେ ମୋଟ ୧୧ଜଣଙ୍କୁ ଗିରଫ କରିଛି ସହଦେବଖୁଣ୍ଟା ପୋଲିସ।
ଗତକାଲି ଚଢ଼ାଉବେଳେ ବାଲି ମାଫିଆ ଆକ୍ରମଣ କରିଥିଲେ।
ପୂର୍ବରୁ ଡ୍ରାଇଭର ଓ ହେଲ୍ପରକୁ ଗିରଫ କରିଥିଲା ପୋଲିସ।

- Advertisement -

Leave A Reply

Your email address will not be published.