ଜୁଆଆଡ୍ଡା ଉପରେ ଚଢ଼ଉକଲା ପୋଲିସ

0 106

ମାଲକାନଗିରି,୧୪।୮(ଏସଏସନିଉଜ)ଏମଭି ୮୪ଗ୍ରାମରେ ଗୋଟିଏଘର ଭିତରେ ଚାଲିଥିବା ଜୁଆଆଡ୍ଡା ଉପରେ ମାଲକାନଗିରି ଥାନା ପୋଲିସ ଚଢ଼ଉକରି ୫ଜଣ ଜୁଆଡିକୁ ଗିରଫ କରିଛି ।ସେମାନଙ୍କଠାରୁ ୨ଟିବାଇକ ସମେତ ତାସ୍ ଓ ୨୦,୮୨୦ ଟଙ୍କା ପୁଲିସ ଜବତ କରିଛି ।ଗିରଫ ହୋଇଥିବା ଜୁଆଡି ହେଉଛନ୍ତି ଏମଭି ୮୪ଗ୍ରାମର ଅମଲ ଦେ, ବଲାଇ ମଣ୍ଡଳ, ଏମଭି୮୩ଗ୍ରାମର ସାମଲ ରାୟ, ଅମୁଲ୍ୟ ସରଦାର ଓ ପଦ୍ମିଗିରଗ୍ରାମର ସାମଲ ଅଧିକାରୀ। ଜୁଆଆଡ୍ଡା ଚାଲିଥିବା ଖବର ପାଇ ପେଟ୍ରୋଲିଂଟିମ୍ ସେହି ଆଡ୍ଡାରେ ଚଢ଼ଉ କରିଥିଲା।

 

Leave A Reply

Your email address will not be published.