ଯୁବକକୁ ଗୁଳିମାଡ଼ ପରେ ଭୁଜାଲିରେ ହାଣି ହତ୍ୟା

ବାଲେଶ୍ଵର,୩୧/୧୦(ଏସଏସନିୟୁଜ) ବାଲେଶ୍ଵର ଜିଲ୍ଲା ଜଗନ୍ନାଥ ପାଟଣା ଗାଁର ରବୀନ୍ଦ୍ର ମୋହନ ଦାସଙ୍କ ପୁଅ ବିନୋଦକୁ ଗୁଳିମାଡ଼ ହୋଇଛି ।ଗୁଳିମାଡ ପରେ ୩/୪ ଜଣ ଯୁବକ ଭୁଜାଲିରେ ହାଣି ଫେରାର ହୋଇ ଯାଇଥିଲେ।ଏହି ଘଟଣା ସଦର ଥାନା କୁରୁଡା ଛକରେ ଘଟିଛି ।ବିନୋଦ ବାଇକରେ ଜଣଙ୍କ ସହ ମେଡିସିନ ପାଇଁ ଆସିଥିବାବେଳେ ତାଙ୍କ ଉପରକୁ ଗୁଳିମାଡ ହୋଇଥିଲା ।ଘଟଣାସ୍ଥଳରେ ବିନୋଦଙ୍କର ମୃତ୍ୟୁ ଘଟିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୁଳିମାଡ ହୋଇଥିବାର ପୋଲିସ ସନ୍ଦେହ କରୁଥିବାବେଳେ ତଦନ୍ତ ଆରମ୍ଭ କରିଛି ପୋଲିସ ।

- Advertisement -

Leave A Reply

Your email address will not be published.