ଯୁକ୍ତ ୨ ନାମଲେଖା ନେଇ ସମସ୍ୟା ହେବନି

0 385

ଭୁବନେଶ୍ୱର,୨୮/୬(ଏସ ଏସ ନିୟୁଜ)ଯୁକ୍ତ ୨ ନାମଲେଖା ନେଇ ସମସ୍ୟା ହେବନି ବୋଲି କହିଲେ ଗଣଶିକ୍ଷା ମନ୍ତ୍ରୀ ।ଭଲ କଲେଜରେ ପଢ଼ିବାକୁ ସମସ୍ତେ ଚାହାନ୍ତି, ଆବଶ୍ୟକ ସ୍ଥଳେ ସିଟ୍ ବଢ଼ିବ ।ଦରକାର ପଡ଼ିଲେ କଲେଜ ଆଧାରରେ ସିଟ୍ ସଂଖ୍ୟା ବଢ଼ାଯିବ ।ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଜୁଲାଇ ୩୧ ସୁଦ୍ଧା ଯୁକ୍ତ ୨ ରେଜଲ୍ଟ ବାହାରିବା ନେଇ କହିଛନ୍ତି ମନ୍ତ୍ରୀ ସମୀର ଦାଶ ।

Leave A Reply

Your email address will not be published.