+2ଛାତ୍ର ନିଖୋଜ!

0 182

ଚନ୍ଦ୍ରଶେଖରପୁର,୨୭/୮(ଏସ ଏସ ନିଉଜ) ପଟିଆର ଏକ ଘରୋଇ କଲେଜରୁ +2 ଛାତ୍ର ହୃଦେଶ ପଣ୍ଡା ନିଖୋଜ ହୋଇଛନ୍ତି । କାଲି ରାତିରେ କଲେଜ ଚେୟାରମ୍ୟାନ ମାଡ଼ ମାରିଥିବା ଅଭିଯୋଗ ହୋଇଛି।ମାଡ଼ କଥା ବାପାଙ୍କୁ ଫୋନରେ କହିଥିଲେ ହୃଦେଶ । ଆଜି ସକାଳଠୁ ମିଳୁନି ହୃଦେଶଙ୍କ ପତ୍ତା । କଲେଜ ଚେୟାର ମ୍ୟାନଙ୍କ ବିରୋଧରେ ଏତଲା ଦିଆଯାଇଥିବାର ଜଣାପଡିଛି।

Leave A Reply

Your email address will not be published.