ଜୁନ ପହିଲାରେ କେରଳ ଛୁଇଁବ ମୌସୁମୀ

0 311

ଭୁବନେଶ୍ୱର,୬/୫(ଏସଏସନିୟୁଜ) ଚଳିତ ବର୍ଷ ସ୍ୱାଭାବିକ ବର୍ଷା ହେବାସହ ଠିକ୍ ସମୟରେ ମୌସୁମୀ ଆସିବ । ଆର୍ଥ ସାଇନ୍ସ ମନ୍ତ୍ରାଳୟର ସଚିବ ଏମ୍. ରାଜୀବନ କରିଥିବା ଟ୍ୱିଟ୍ ଅନୁଯାୟୀ ଜୁନ୍ ୧ରେ କେରଳ ଛୁଇଁ ପାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ମେ ୧୫ ରେ ମୌସୁମୀ ବର୍ଷାର ଆଗମନ ଓ ବର୍ଷାର ପରିମାଣ କୁ ନେଇ ଆକଳନ କରି ଭାରତୀୟ ପାଣିପାଗ ବିଭାଗ ସୁଚନା ଦିଆଯିବ ବୋଲି ଜଣାପଡିଛି ।

Leave A Reply

Your email address will not be published.