କବାଡ଼ିଆ ଦୋକାନରେ ବିସ୍ଫୋରଣ

0 250

ଚାନ୍ଦବାଲି,୨୦/୪(ଏସ ଏସ ନିଉଜ) ଧାମରା ବଜାରରେ ଥିବା ଏକ କବାଡ଼ିଆ ଦୋକାନରେ ବିସ୍ଫୋରଣ ଘଟିଛି ।ଏକ ବ୍ୟାଟେରୀକୁ ଫଟାଇଲା ବେଳେ ଏହି ବିସ୍ଫୋରଣ ଘଟିଛି।ଯାହାଫଳରେ ଏହି ଘଟଣାରେ ୨ ଜଣ ଗୁରୁତର ହୋଇଛନ୍ତି।ଦୁଇ ଗୁରୁତର ମଧ୍ୟରୁ ଜଣଙ୍କୁ ଧାମରା ଓ ଅନ୍ୟ ଜଣଙ୍କୁ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

Leave A Reply

Your email address will not be published.