କବାଡିଆଙ୍କୁ ବିକ୍ରି କରାଗଲା ସିଟି ବସ

0 458

ଭୁବନେଶ୍ବର,୩/୯(ଏସଏସନିୟୁଜ) ଶେଷରେ ୧୨୧ ସିଟି ବସକୁ କବାଡିଆଙ୍କୁ ବିକ୍ରି କରି ଦିଆଯାଇଛି ।କୋଲକାତାର ଏକ ସ୍କ୍ରାପେଜ ସଂସ୍ଥା ଏହି ବସସବୁକୁ କ୍ରୟ କରିନେଇଛି । ଜବାହାରଲାଲ ନେହେରୁ ଜାତୀୟ ସହରାଞ୍ଚଳ ନବୀକରଣ ମିଶନ ଯୋଜନରେ ୨୦୧୦ରେ ସିଟି ବସ୍ ସେବା ଆରମ୍ଭ ହୋଇ ୨୨ କୋଟି ଟଙ୍କା ବିନିମୟରେ ୧୨୫ଟି ବସ୍ କିଣାଯାଇଥିଲା । ଏକ ଘରୋଇ ସଂସ୍ଥା ଡ୍ରିମ ଟିମ୍ ସାହାରା ସହ ୭ବର୍ଷିଆ ଚୁକ୍ତି କରାଯାଇଥିଲା । ୭ ବର୍ଷ ଚାଲିବା ପରେ ପୋଖରିପୁଟ ଡିପୋରେ ଗାଡିଗୁଡିକ ପଡିରହିଥିଲା ।

Leave A Reply

Your email address will not be published.