କାଲି ଆସିବେ ବିଶ୍ୱଶର୍ମା

୩୦ରେ ରାହୁଲ ଗାନ୍ଧି

0 65

ଭୁବନେଶ୍ୱର,୨୬ା୫(ଏସଏସନିଉଜ)ପୁଣିଥରେ ୨ଦିନିଆ ଓଡ଼ିଶାଗସ୍ତରେ ଆସୁଛନ୍ତି ଆସାମ ମୁଖ୍ୟମନ୍ତ୍ରୀା୨ଦିନରେ ୮ଟିସ୍ଥାନରେ ପ୍ରଚାର କରିବେ ହିମନ୍ତବିଶ୍ୱଶର୍ମାାକାଲି ଭଦ୍ରକ , ଯାଜପୁର , କେନ୍ଦ୍ରାପଡ଼ା ଓ କାକଟପୁରରେ ପ୍ରଚାର କରିବୋ୨୮ରେ ରାଇରଙ୍ଗପୁର , ମୋରଡ଼ା , ସୋର ଓ ଜଗତସିଂହପୁରରେ ସଭାା୨୭ ଓ ୨୮ରେ କେନ୍ଦ୍ରାପଡ଼ା ଓ ଭଦ୍ରକରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀବୈଷ୍ଣବଙ୍କ ସଭାା ଆସନ୍ତା ୨୯ରେ ଓଡ଼ିଶାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ୩ ସଭା ହେବାକୁଯାଉଛି ବୋଲି ସୂଚନା ଦେଲେ ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର । ବାରିପଦା , ବାଲେଶ୍ବର , କେନ୍ଦ୍ରାପଡ଼ାରେ ଜନସଭାକୁ ସମ୍ବୋଧନ କରିବୋ୨୯ ତାରିଖ ଦିନ ୧୨ଟାରେ ବାରିପଦା ଛଉ ପଡ଼ିଆରେ ପ୍ରଥମ ସଭାାସାଢ଼େ ୧ରେ ବାଲେଶ୍ବରରେ , ୩ଟା ୩୦ରେ କେନ୍ଦ୍ରାପଡ଼ାରେ ସଭାାସେହିଭଳିଭାବେ ୨୮ତାରିଖରେ ୩ଟିସଭା କରିବେ ଗୃହ ମନ୍ତ୍ରୀ ଅମିତ୍ ଶାହା ଦିନ ୧୦ଟାରେ ଚାନ୍ଦବାଲିରେ କରିବେ ପ୍ରଥମ ସଭା ।ଚାନ୍ଦବାଲି ପରେ କୋରେଇ ଓ ନିମାପଢ଼ାରେ ସମ୍ବୋଧନ କରିବୋସେହିପରି ଓଡ଼ିଶା ଆସିବେ ରାହୁଲା ରାହୁଲ ଗାନ୍ଧି ଆସନ୍ତା ୩୦ରେ ଓଡ଼ିଶା ଆସିବୋବାଲେଶ୍ବର ଜିଲ୍ଲା ସିମୁଳିଆରେ ରାହୁଲଙ୍କ ରହିଛି କାର୍ଯ୍ୟକ୍ରମ ବାଲେଶ୍ବର ସଦର ଓ ଚାନ୍ଦବାଲି ଆସିବେ ଖଡ଼୍‌ଗୋ ୨୯ରେ ଭଦ୍ରକ ଓ ବାଲେଶ୍ବରରେ ଖଡ଼୍‌ଗେଙ୍କ ଜନସଭା ହେବ ବୋଲି ଜଣାପଡିଛି ।

Leave A Reply

Your email address will not be published.