କାଲି ଠିକ,ଆଜି ମାନସିକ ରୋଗୀ !

0 174

ଭୁବନେଶ୍ୱର,୭/୬(ଏସଏସନିଉଜ) କାଲି ଠିକଠାକ ଥିଲା । ପୋଲିସ ଓ ମଦ ମାଫିଆଙ୍କ ଅସାଧୁ ମଧୁଚନ୍ଦ୍ରିକାର ପେଡି ଖୋଲିଥିଲେ ।ଆଜି ଏକ ଭିଡିଓ ଜାରିକରି ନିଜର ମାନସିକସ୍ଥିତି ଠିକ୍ ନଥିବାରୁ କେଉଁ କଥା କେତେବେଳେ କହୁଛନ୍ତି ଜାଣି ପାରୁ ନାହାଁନ୍ତି ବୋଲି କହିଛନ୍ତି ପୁରୀ ଅବକାରୀ ବିଭାଗ ନୀରିକ୍ଷକ ସଂଜୟ ପଣ୍ଡା । ଗତକାଲି ଅଭିଯୋଗ ଆଣିବା ପରେ ଆଜି ଠାରୁ ହଠାତ୍ ସେ ଛୁଟିରେ ଚାଲି ଯାଇଛନ୍ତି ।ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ଦିନକ ପରେ ଅଧିକାରୀଙ୍କ ବୟାନ ବଦଳିବାକୁ ନେଇ ନାନା ପ୍ରଶ୍ନ ସୃଷ୍ଟି କରିଛି ।

 

Leave A Reply

Your email address will not be published.