କମିଲା ୩୦ ପ୍ରତିଶତ ସିଲାବସ୍

0 562

ଭୁବନେଶ୍ୱର୨୬/୮(ଏସ ଏସ ନିୟୁଜ ) ଚଳିତବର୍ଷ ମହାମାରୀ କରୋନା ପାଇଁ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସିଲାବସ୍ କୁ ତିନଟି କମିଟିର ସୁପାରିସ୍ କ୍ରମେ୩୦ ପ୍ରତିଶତକୁ ହ୍ରାସ କରାଯାଇଥିବା ବୁଧବାର ଦିନ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ଦୀର୍ଘଦିନ ହେଲା କରୋନା ମହାମାରୀ ପାଇଁ ସ୍କୁଲ ଓ କଲେଜ ବନ୍ଦ ରହିଛି ।ପିଲାମାନଙ୍କ ପାଠପଢ଼ା ହୋଇପାରୁ ନ ଥିବାରୁ ସିଲାବସ୍ ହ୍ରାସ କରାଯିବା ପାଇଁ ଅଭିଭାବକମାନେ ଦାବି କରିଆସୁଥିଲେ। ତେବେନୂଆ ସିଲାବସ୍ ବୋର୍ଡ, ସିଏଚଏସଇ ଓ ଏସସିଇଆରଟି ୱେବସାଇଟରେ ଉପଲବ୍ଧ ହେବ ବୋଲି ମନ୍ତ୍ରୀ ଦାଶ କହିଛନ୍ତି।

Leave A Reply

Your email address will not be published.