କାନ୍ଦିଲେ ମନ୍ତ୍ରୀ…

0 70

ଭୁବନେଶ୍ୱର,୨୮।୨(ଏସଏସନିଉଜ)କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ଆଜିଏକ ଭତ୍ତାବଣ୍ଟନ କାର୍ଯ୍ୟକ୍ରମରେ ଅତିଥିଭାବେ ଯୋଗଦେଇଥିଲେ।ସେଠାରେ ୪ପଂଚାୟତର ଲୋକମାନେ ଉପସ୍ଥିତ ଥିଲେ।ସାଧାରଣଲୋକଙ୍କୁ ଅଭିଭାଷଣ ଦେବା ବେଳେ ସେ କାନ୍ଦି ପକାଇଥିଲେ।ସେ କହିଲେଯେ,ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର କେହି ନାହାନ୍ତି।ତାଙ୍କର ବାପାମାଆ, ପୁଅ-ଝିଅ କେହିନାହାନ୍ତି ।ସିଏ ମରିଗଲେ ତାଙ୍କ ମୁହଁରେ ପାଣି କି ମୁଖାଗ୍ନି ଦେବାକୁ ବି କେହି ନାହାନ୍ତି କହି କାନ୍ଦି ପକାଇ ଥିଲେ।ମନ୍ତ୍ରୀଙ୍କ କାନ୍ଦିବାକୁ ନେଇ ଏବେ ଭିର୍ଣ ଭିର୍ଣ ଆଲୋଚନା ମାନ ଆରମ୍ଭ ହୋଇଯାଇଛି।

Leave A Reply

Your email address will not be published.