କଣ୍ଟେନର କୁ ପିଟିଲା ଆମ୍ବୁଲାନ୍ସ,୨ମୃତ,୨ଗୁରୁତର

0 310

ଟାଙ୍ଗୀ,୨୦/୨(ଏସ ଏସ ନିୟୁଜ)କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ବଇଚୁଆଁ ୧୬ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। କଣ୍ଟେନର କୁ ପିଟିବା ଦ୍ୱାରା ଆମ୍ବୁଲାନ୍ସ ଦୁଇ ଜଣଙ୍କ ର ମୃତ୍ୟୁ  ହୋଇଥିବା ବେଳେ ଦୁଇଜଣ ଗୁରୁତର  ହୋଇଥିବା ସୂଚନା ମିଳିଛି।ଗୁରୁତର ମଧ୍ୟରୁ ଡ୍ରାଇଭର ଅବସ୍ଥା ସଙ୍କଟାପନ୍ନ ଥିବାବେଳେ  ୱେଷ୍ଟ ବେଙ୍ଗଲ ରୁ କଟକ ବଡ ମେଡିକାଲ କୁ ଚିକିତ୍ସା ପାଇଁ ଯାଉଥିବା ବେଳେ ଅଘଟଣ ଘଟିଛି।

Leave A Reply

Your email address will not be published.