କାନ୍ଥପଡ଼ି ୩ ଆହତ

0 115

ମାଲକାନଗିରି,୧୯।୩(ଏସଏସ ନିଉଜ)ପଶ୍ଚିମାଝଡ଼ର ପ୍ରଭାବରେ ଏମ୍‌ପିଭି୪୧ରେ ବ୍ୟାପକ କ୍ଷୟକ୍ଷତି ହୋଇଛି ।କାନ୍ଥପଡ଼ି ୩ଜଣ ଆହତ ହୋଇଛନ୍ତି।ପଶ୍ଚିମାଝଡ଼ର ପ୍ରଭାବ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ଦେଖିବାକୁ ମିଳିଛି। ମାଲକାନ ଗିରିଜିଲ୍ଲା କାଲିମେଳାବ୍ଲକର ଏମପିଭି୪୧ଗ୍ରାମରେ ୩୦ରୁ ଅଧିକ ଘର ଭାଙ୍ଗିଛି। ଏହି ଗାଁରେ କାନ୍ଥପଡ଼ି ୩ଜଣ ଲୋକ ଆହତ ହୋଇଛନ୍ତି। ଖବରପାଇ ତହସିଲ ପକ୍ଷରୁ କ୍ଷୟକ୍ଷତିର ଆକଳନ କରାଯାଇଛି।

Leave A Reply

Your email address will not be published.