କଟକଣାରେ ସ୍ବାଧିନତା ଦିବସ ପାଳିତ

0 243

ବାରଙ୍ଗ,୧୫/୮(ଏସ ଏସ ନିୟୁଜ) କୋଭିଡ କଟକଣା ମଧ୍ୟରେ ବାରଙ୍ଗରେ ୭୫ ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି।ବାରଙ୍ଗ ସମେତ ରାଜଧାନୀ ଉପକଣ୍ଠ ର ବିଭିନ୍ନ ସରକାରୀ,ବେସରକାରୀ,ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକରେ ପତାକା ଉତ୍ତୋଳନ ହୋଇଯାଇଛି।ବାରଙ୍ଗ ପ୍ରେସ କ୍ଲବ,ବ୍ଲକ କାର୍ଯ୍ୟାଳୟ,ତହସିଲ କାର୍ଯ୍ୟାଳୟ,ବାରଙ୍ଗ ଥାନା,ନନ୍ଦନକାନନ ଥାନା,ନନ୍ଦନକାନନ ପ୍ରାଣୀ ଉଦ୍ୟାନ,ଅଗ୍ନିଶମ କେନ୍ଦ୍ର,ଏନଡିଆରଏଫ,ସରକାରୀ ଡାକ୍ତରଖାନା,କୁଞ୍ଜବିହାରୀ ମହାବିଦ୍ୟାଳୟ,ଭୁବନେଶ୍ୱର ବାଲିଯାତ୍ରା ପଡିଆ ଆଦି ବିଭିନ୍ନ ସ୍ଥାନରେ କୋଭିଡ କଟକଣା କୁ ମାନି ଜାତୀୟ ପତାକା ଉତ୍ତୋଳନ କରାଯାଇଛି।

Leave A Reply

Your email address will not be published.