ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ

0 162

ଭଦ୍ରକ,୨୯/୯(ଏସଏସନିଉଜ) ଶାଳନ୍ଦୀ କେନାଲ ଡିଭିଜନର ଅଧିକ୍ଷଣ ଯନ୍ତ୍ରୀଙ୍କ ଘରେ ରେଡ୍‌ ହୋଇଛି।ଅଧିକ୍ଷଣ ଯନ୍ତ୍ରୀ ଶ୍ରୀମନ୍ତ ସେଠୀଙ୍କ ସରକାରୀ ଘର ଓ ଅଫିସରେ ରେଡ୍ ଚାଲିଛି।
ବାଲେଶ୍ୱରରେ ପୈତୃକଘର ଓ ଶ୍ୱଶୁରଘରେ ବି ଚାଲିଛି ରେଡ୍।
୫ଲକ୍ଷଟଙ୍କା ଶଳାକୁ ଦେଉଥିଲା ବେଳେ ଧରିଲା ଭିଜିଲାନ୍ସ।

Leave A Reply

Your email address will not be published.