କେବେ ଖୋଲିବ ଶ୍ରୀମନ୍ଦିର ?

0 424

ଖବର ଆଜିର,ତାରିଖ ୧୧-୧୨-୨୦ ଶୁକ୍ରବାର
୧-ସ୍କୁଲ-କଲେଜ ଖୋଲିବା ନେଇ ମନ୍ତ୍ରୀ, ଅମଲାଙ୍କ ବେପରୁଆ ବୟାନକୁ ମୁଖ୍ୟମନ୍ତ୍ରୀଙ୍କ ନାପସନ୍ଦ ।
୨-ବରମୁଣ୍ଡା ବସ୍‌ଷ୍ଟାଣ୍ଡ ଉନ୍ନତୀକରଣ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ୧୮ ମାସରେ ସରିବ କାମ, ବିକାଶ ପାଇଁ ଖର୍ଚ୍ଚ ହେବ ୧୮୦ କୋଟି ଟଙ୍କା ।
୩-ଧଳସାମନ୍ତ ବ୍ରଦର୍ସ ଘରେ ପୁଣି ଚଢଉ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ: ଜେଲରେ ଥାଇ ଚଳାଉଥିଲେ ସାମ୍ରାଜ୍ୟ ।
୪-ପରୀ ମୃତ୍ୟୁ ଘଟଣା: ନୟାଗଡ଼ ସଦର ଥାନା ଆଇଆଇସି ନିଲମ୍ବିତ ।
୫-ପ୍ରଧାନମନ୍ତ୍ରୀ ମୋଦୀ ନୂଆ ସଂସଦ ଭବନ ନିର୍ମାଣ ଲାଗି ଶିଳାନ୍ୟାସ କଲେ ।
୬-ନୂଆ କୃଷି ଆଇନ ଦ୍ୱାରା ମଣ୍ଡି ବ୍ୟବସ୍ଥାରୁ ମୁକ୍ତ ହେବେ ଚାଷୀ – କେନ୍ଦ୍ର କୃଷିମନ୍ତ୍ରୀ ।
୭-ଟୀକାକରଣ ପାଇଁ ରାଜ୍ୟର ପ୍ରସ୍ତୁତି ଆଗରେ – ମୁଖ୍ୟମନ୍ତ୍ରୀ ।
୮-ବିସିସିଆଇ ଜାରି କଲା ଇଂଲଣ୍ଡ-ଭାରତ କ୍ରିକେଟ ସୂଚୀ: ଖେଳାଯିବ ୫ ଟି-ଟ୍ବେଣ୍ଟି, ୪ ଟେଷ୍ଟ ଓ ୩ଟି ଦିିନିକିଆ ।
୯-ସରକାର ଆମ ଦାବି ନ ମାନିଲେ ରେଳ ଧାରଣା ଉପରେ ବସିବୁ : କୃଷକ ନେତା ।
୧୦-ଦେଶରେ ପ୍ରତିଦିନ ୧ମିଲିୟନ ଟିକାକରଣ କରିବା ପାଇଁ ପ୍ରସ୍ତୁତ ଆପୋଲୋ ହସ୍ପିଟାଲ
୧୧-ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ କାର ଉପରକୁ ପଥର ମାଡ଼, ଶାହ କହିଲେ, ‘ଅନ୍ଧକାର ଯୁଗରେ ଅଛି ପଶ୍ଚିମବଙ୍ଗ’ ।
୧୨-କେବେ ଖୋଲିବ ଶ୍ରୀମନ୍ଦିର ? ଆସନ୍ତା ୧୨ ତାରିଖରେ ଛତିଶା ନିଯୋଗ ବୈଠକରେ ନିଆଯିବ ନିଷ୍ପତ୍ତି ।
୧୩-ମନ୍ଦିର ସ୍ଥାପନ କରିବାକୁ ଘୋଷଣା କଲେ କଙ୍ଗନା : କହିଲେ ,‘ମା’ ଦୁର୍ଗା ତାଙ୍କୁ ଏଥିପାଇଁ ବାଛିଛନ୍ତି’ ।
୧୪-ପ୍ରସ୍ତାବର ପୁନର୍ବିଚାର କରିବାକୁ କୃଷକମାନଙ୍କୁ କୃଷିମନ୍ତ୍ରୀଙ୍କ ନିବେଦନ, ସରକାର ଖୋଲା ମନରେ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି ।
୧୫-ଗର୍ଭପାତ ପାଇଁ ଆବେଦନ ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶ, କମିଟି କରିବ ସ୍ବାସ୍ଥ୍ୟ ପରୀକ୍ଷା ।
୧୬-୨୮ ଶିଳ୍ପ ସଂସ୍ଥାକୁ ଜମି ଦେଲା ଇଡ୍‌କୋ, ୫୮୮ କୋଟିର ପୁଞ୍ଜିନିବେଶ ହେବ ।
୧୭-ନୟାଗଡ ଗସ୍ତ କରି ପରୀ ପରିବାରକୁ ଭେଟିଲେ ନୂତନ ରାଜ୍ୟ ପ୍ରଭାରୀ ଶ୍ରୀମତୀ ଡି.ପୁରନେ୍ଦଶ୍ୱରୀ , ପରୀକୁ ନ୍ୟାୟ ନମିଳିବା ଯାଏଁ ଲଢେଇ ଜାରୀ ରହିବ : ଡି.ପୁରନେ୍ଦଶ୍ୱରୀ ।
୧୮-ସୋନୁ ସୂଦ ଙ୍କ ମହାନତା, ଗରିବମାନଙ୍କୁ ସହାୟତା କରିବା ପାଇଁ ବନ୍ଧାପକେଇଲେ ସମ୍ପତି ।

 

Leave A Reply

Your email address will not be published.