କେନ୍ଦ୍ରାପଡ଼ାକୁ ୧୫୨୬ କୋଟି

0 216

କେନ୍ଦ୍ରାପଡ଼ା,୧୫/୧୨(ଏସ ଏସ ନିଉଜ) କେନ୍ଦ୍ରାପଡ଼ାକୁ ୧୫୨୬ କୋଟିର ପ୍ରକଳ୍ପ ଭେଟି ଦେଲେ ନବୀନ ପଟ୍ଟନାୟକ । ୪୮ଟି ପ୍ରକଳ୍ପର ଉଦ୍‌ଘାଟନ କରିବା ସହ ୧୦୪ ପ୍ରକଳ୍ପର ମଧ୍ୟ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିସି ଜରିଆରେ ଉଦ୍‌ବୋଧନ ଦେଇ ଇସ୍ପାତ କାରଖାନା ପାଇଁ ଆର୍ସେଲର ମିତ୍ତଲ କମ୍ପାନି ସହ କଥା ହୋଇଛୁ, ଏହି ପ୍ରକଳ୍ପ ଶିଳ୍ପ କ୍ଷେତ୍ରରେ ଏକ ନୂଆ ଯୁଗ ଆଣିବ ବୋଲି ନବୀନ କହିଥିଲେ।

Leave A Reply

Your email address will not be published.