କେନ୍ଦ୍ରାପଡାରେ ଗୁଳିମାଡ, ଜଣେ ଗୁରୁତର

0 178

କେନ୍ଦ୍ରପଡା,୨୫/୬(ଏସ୍‌ଏସ୍‌ନିୟୁଜ) ପୁରୁଣା ବିବାଦକୁ କେନ୍ଦ୍ରକରି କେନ୍ଦ୍ରାପଡ଼ାରେ ଗୁଳିମାଡ ହୋଇଛି ।ଏଥିରେ ରଞ୍ଜିତ ପତ୍ରୀ ନାମକ ଯୁବକ ଗୁରୁତର ହୋଇଛନ୍ତି । କେନ୍ଦ୍ରାପଡ଼ା ଗୋପ ଛକ ନିକଟରେ କିଛି ଦୁର୍ବୃତ୍ତ ଆସି ଗୁଳିକାଣ୍ଡ କରିଛନ୍ତି ।ଫଳରେ ରଞ୍ଜିତଙ୍କର ଦୁଇଟି ଗୋଡ଼ରେ ଗୁଳି ବାଜିଥିବାବେଳେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବାନେଇ ତାଙ୍କ ମା ଅଭିଯୋଗ କରିଛନ୍ତି । ପୋଲିସ୍ ଆସି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.