ଖାକିରେ ଲାଗିଲା କଳଙ୍କର ଛିଟା

0 275

ଖବର ଆଜିର ,ତାରିଖ ୦୮/୦୫/୨୦, ଶୁକ୍ରବାର, ଆଜି ରେଡକ୍ରସ ଦିବସ ଓ ରବିନ୍ଦ୍ରନାଥ ଟାଗୋର ଜୟନ୍ତୀ ।
୧-ଚଉଦ ଦିନ ବଦଳରେ ୨୧ ଦିନ କରାଯାଉ କ୍ଵାରେଣ୍ଟାଇନ ସମୟ ସୀମା : ହୃଦରୋଗ ବିଶେଷଜ୍ଞ ଡଃ କେ.ଶ୍ରୀନାଥ ରେଡ୍ଡୀ।
୨-ପ୍ରବାସୀ ଓଡ଼ିଆଙ୍କ ପାଇଁ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ, ରାଜ୍ୟରେ ପ୍ରବେଶ ପୂର୍ବରୁ ପ୍ରଥମେ ହେବ କରୋନା ଟେଷ୍ଟ।
୩-ରଥ ନିର୍ମାଣ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ଦେଲା ଗ୍ରୀନ୍ ସିଗନାଲ୍। ଆଜି ସକାଳ ୮ଟାରୁ ରଥ ନିର୍ମାଣ କାର୍ଯ୍ ଆରମ୍ଭ।
୪-ବାହାର ରାଜ୍ୟ ଫେରନ୍ତାଙ୍କ ପାଇଁ ଇ-ପାସ୍ ସେବା ଆରମ୍ଭ, ଆବେଦନକାରୀଙ୍କୁ ଅନ୍‌ଲାଇନ୍‌ରେ ଇ-ପାସ୍ ପ୍ରଦାନ କରାଯିବ।
୫-ପାଣିପାଗ: ଆସନ୍ତା ୧୧ତାରିଖ ଯାଏଁ ଲାଗି ରହିବ କାଳ ବୈଶାଖୀ।
୬-ଖାକିରେ ଲାଗିଲା କଳଙ୍କର ଛିଟା, କ୍ୟାପିଟାଲ ଥାନାର କାର୍ଯ୍ୟରତ ASIଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ, ନିଲମ୍ବନ କଲେ କମିଶନର।
୭-ଗଞ୍ଜାମ ଜିଲ୍ଲାକୁ ରେଡ୍ ଜୋନ୍ ଏବଂ ମୟୂରଭଞ୍ଜ ଓ ଜଗତସିଂପୁରକୁ ଅରେଞ୍ଜ ଜୋନ୍ ଘୋଷଣା।
୮-ଜୁଲାଇ ୨୪ ସୁଦ୍ଧା ସରିବ +୩ଶେଷ ବର୍ଷ ପରୀକ୍ଷା, ଅଗଷ୍ଟ ୨୦ ସୁଦ୍ଧା ଶେଷ ହେବ ପିଜି 4th Semester।
୯-August ୨୩ ରେ JEE Advanced,Rank ପାଇଲେ ହେବ IIT ରେ ଆଡ଼ମିଶନ।
୧୦-ସୁରଟରୁ ଆସୁଥବା ୩ ଟ୍ରେନକୁ ବାତିଲ କଲେ ରାଜ୍ୟ ସରକାର, ସେପଟେ ମୁମ୍ବାଇର ଚେମ୍ବୁରରୁ ଚାନ୍ଦବାଲି ଅଭିମୁଖେ ବାହାରିଲା ବସ୍।
୧୧-ବିଶାଖାପାଟଣା:ପଲିମର୍ସ ପ୍ଲାଣ୍ଟରେ ବିଷାକ୍ତ ଗ୍ୟାସ୍ ଲିକ୍,୧୧ମୃତ, ହଜାରରୁ ଉର୍ଦ୍ଧ୍ଵ ଅସୁସ୍ଥ।
୧୨-କୋଭିଡ-୧୯ ପରିସ୍ଥିତି ନେଇ ପ୍ରଧାନମନ୍ତ୍ରୀ ମୋଦୀ – ୟୁରୋପୀୟ ପରିଷଦ ଅଧ୍ୟକ୍ଷ ଆଲୋଚନା।

Leave A Reply

Your email address will not be published.