ଖୋର୍ଦ୍ଧା ସମେତ ୧୧ ଜିଲ୍ଲା ହେଲା ଅରେଞ ଜୋନ୍‌

0 244

ଭୁବନେଶ୍ୱର,୩/୫(ଏସ୍‌ଏସ୍‌ନିୟୁଜ)ରାଜ୍ୟସରକାରଙ୍କ ପକ୍ଷରୁ ବିଭିର୍ଣ ଜିଲ୍ଲାକୁ ଜୋନ୍ ରେ ଚିହ୍ନଟ କରାଯାଉଛି ।ଜୋନ୍ ଅନୁଯାୟୀ ଭିନ୍ନଭିନ୍ନ ଗାଇଡଲାଇନ ମଧ୍ୟ ନିର୍ଦ୍ଧାରଣ କରାଯାଇଛି ।ଏହି ପରିପେକ୍ଷୀରେ ଭୁବନେଶ୍ୱର ମହାନଗରନିଗମ ରେଡ୍ ଜୋନ୍‌ରେ ରହିଥିବାବେଲେ ଖୋର୍ଦ୍ଧାଜିଲ୍ଲାକୁ ଅରେଞ ଜୋନ୍ ଭାବେ ରାଜ୍ୟସରକାର ଘୋଷଣା କରିଛନ୍ତି । ସେହିଭଳିଭାବେ ଭଦ୍ରକ,ବାଲେଶ୍ୱର,ଯାଜପୁରକୁ ମଧ୍ୟ ରେଡ୍ ଜୋନ୍‌ଭାବେ ଘୋଷଣା କରାଯାଇଛି । ସେହିଭଳିଭାବେ ଖୋର୍ଦ୍ଧା ,ସୁନ୍ଦରଗଡ,କେନ୍ଦ୍ରାପଡା,କୋରାପୁଟ, କେଉଁଝର,ଦେବଗଡ,ଝାରସୁଗୁଡା, ବଲାଙ୍ଗିର, ଢେଙ୍କାନାଳ. କଳାହାଣ୍ଡି,ଗଞାମ କୁ ଅରେଞ ଜୋନ କରାଯାଇଥିବାବେଲେ ଅନୁଗୁଳ,ବରଗଡ, ବୈାଦ୍ଧ,ସମ୍ବଲପୁର ,ଗଜପତି, ଜଗସିଂହପୁର,କନ୍ଧମାଳ, ମାଲକାନାଗିରି,ମୟୁରଭଞ, ନବରଙ୍ଗପୁର,ନୟାଗଡ,ନୁଆପଡା, ରାୟଗଡା, ସୋନପୁର, କଟକ ଓ ପୁରୀକୁ ଗ୍ରିନ ଜୋନରେ ରଖାଯାଇଥିବାର ସ୍ୱାସ୍ଥ୍ୟ ଓ ପରିବାରକଲ୍ୟାଣବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲାପାଳମାନଙ୍କୁ ଏହି ନିର୍ଦ୍ଦେଶନାମା ମିଳିଛି ।

Leave A Reply

Your email address will not be published.