ଅପରେସନ୍ ଶୁଭଯାତ୍ରା ରେ ଓଡ଼ିଶା ଆସୁଛନ୍ତି ୧୧୫୦ ପ୍ରବାସୀ ଓଡ଼ିଆ ଶ୍ରମିକ

0 318

ସଂକ୍ଷେପରେ ଖବର ଆଜିର,ତାରିଖ ୦୩/୦୫/୨୦, ରବିବାର
୧-ଭୁବନେଶ୍ୱର:ଆସନ୍ତା ସପ୍ତାହରେ ବଣ୍ଟା ହେବ ‘କାଳିଆ’ ସହାୟତା।
୨-ଗଣମାଧ୍ୟମ ପାଇଁ ପରାମର୍ଶ ଜାରି କଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ,ବାହାରୁ ଆସୁଥିବା ଲୋକଙ୍କ ନିକଟକୁ ଯିବାକୁ ବାରଣ।
୩-କନ୍ଧମାଳ:କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ପ୍ରଚେଷ୍ଟାରେ ଜରାଶ୍ରମ ଓ ଅନାଥାଶ୍ରମରେ ବଣ୍ଟାଗଲା ଖାଦ୍ୟ ସାମଗ୍ରୀ।
୪-୬ ବିଶ୍ୱବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଲେ ରାଜ୍ୟପାଳ।
୫-ଫୁଲବାଣୀ: ପ୍ରବାସୀ ଓଡ଼ିଆଙ୍କୁ ଧରି ଆସୁଥିବା ବସ୍ କଳିଙ୍ଗା ଘାଟିରେ ଓଲଟି ପଡ଼ିଲା, ୨ଜଣଙ୍କର ମୃତ୍ୟୁ,୧୫ ଆହତ।
୬-ରାୟଗଡ଼ା: ଗ୍ରାମାଞ୍ଚଳ ପରେ ଏବେ ରାୟଗଡ଼ା ସହରରେ ବ୍ୟାପିଲା ଡେଙ୍ଗୁ,୪୪ ପଜିଟିଭ ଚିହ୍ନଟ।
୭-କିମ୍ସରେ ବିରଳ ଅସ୍ତ୍ରୋପଚାର, ୭ ବର୍ଷ ଶିଶୁର ଫୁସ୍ଫୁସ୍ରୁ ବାହାରିଲା କ୍ଷୀରଦାନ୍ତ। ସ୍ବାସ୍ଥ୍ୟ ସମସ୍ୟା ପାଇଁ ଯୋଗାଯୋଗ କରନ୍ତୁ-hello KIMS :(୦୬୭୪) ୭୧୧୧୦୦୦,୨୩୦୪୪୦୦
୮-ପ୍ରବାସୀ ଓଡ଼ିଆଙ୍କୁ ଫେରାଇ ଆଣିବାକୁ ସରକାରଙ୍କ ଉଦ୍ୟମ । ‘ଅପରେସନ୍ ଶୁଭଯାତ୍ରା’ରେ ଓଡ଼ିଶା ଆସୁଛନ୍ତି ୧୧୫୦ ପ୍ରବାସୀ ଓଡ଼ିଆ ଶ୍ରମିକ ।
୯-ଜୁଲାଇ ପହିଲାରେ ଖୋଲିବ ବୈଷୟିକ ଶିକ୍ଷାନୁଷ୍ଠାନ, ଅଗଷ୍ଟ ୧ରୁ ଆରମ୍ଭ ହେବ ନୂତନ ଶିକ୍ଷାବର୍ଷ:ଏଆଇସିଟିଇ
୧୦-କରୋନା ଯୋଦ୍ଧାଙ୍କୁ ଅଭିବାଦନ : ଆଜି କୋଭିଡ -୧୯ ଡାକ୍ତରଖାନାରେ ଫୁଲ ବର୍ଷା କରିବ ବାୟୁସେନା।
୧୧-ନୂଆ ଦିଲ୍ଲୀ:କରୋନାରେ ଲୋକପାଳ ସଦସ୍ୟ ଜଷ୍ଟିସ ଅଜୟ କୁମାର ତ୍ରିପାଠୀଙ୍କ ପରଲୋକ।
୧୨-କରୋନା ମୁକାବିଲା ପାଇଁ ୧ ମିଲିୟନ ପାଉଣ୍ଡ ଦାନ କଲେ ହ୍ୟାରି ପୋଟର୍ ଲେଖିକା ଜେକେ ରୋଲିଙ୍ଗ୍।

Leave A Reply

Your email address will not be published.